ଆମଠୁ ଦୂରେଇବା
ଆମଠୁ ଦୂରେଇବା
ଆସୁଥିଲା, ଆସିଛି, ଆସିବ ବି ଅନେକ
ମଥାଟେକି ସଗର୍ବରେ ରହିବା ନିଶ୍ଚିତ
ତିଳେହେଁ ଖାତର ନ କରି ମୁକାବିଲା କରିବା,
ସାହା ଚଉବାହା ଆମ କେବେ ନ ଡରିବା୍।
ମାନିବା ନୀତି ନିୟମ ରହିବା ପରିସ୍କାର,
ସରକାରଙ୍କ ନିୟମକୁ ନ କରି ଉଲଙ୍ଘନ,
ଘରେ ରହିବା ପରିବାରକୁ କରି ସୁରକ୍ଷିତ,
ଅତି ଜରୁରୀ ନ ଥିଲେ ବାହାରକୁ ଯିବାନାହିଁ ତ।
ଯାଉଥିଲେ ବାହାରକୁ ମୁହେଁ ମାସ୍କ ଦେବା ,
ଦୂରେ ରହି କାର୍ଯ୍ୟ ସାରି ଘରକୁ ଫେରିବା,
ଆଖି,ନାକ,ମୁହେଁ କେବେ ନ ମାରିବା ହାତ,
ଫେରିଲେ ହାତ ଗୋଡ଼ ମୁହଁକୁ ଧୋଇ ବା ତ।
ଡେଟଲ ସାବୁନ ଲଗେଇ କୋଡିଏ ମିନିଟ ଧୋଇବା,
କରୋନା ଭାଇରସକୁ ଆମଠୁ ଦୂରେଇବା।
