STORYMIRROR

Pranati Mahapatra

Inspirational Children

3  

Pranati Mahapatra

Inspirational Children

ଆମେ ଟିକି କଳିକା

ଆମେ ଟିକି କଳିକା

1 min
242

 


ଆମେ ସବୁ

ଟିକି ଟିକି ଶିଶୁ ଆମେ ନିଷ୍ପାପ କଳିକା

ନାହିଁ ଆମ ଛନ୍ଦ ମାୟା ନୋହୁଁ ଆମେ ଏକା।


ଭରି ଦେବୁ ସଭିଙ୍କର ମୁଖେ 

ଖୁସି ଜୁଆର,

ଦରୋଟି ଓଠରେ ଗାଇ

ଦେବୁ କେତେ ପ୍ରକାର।


ଆମ ମୁଖ ଦରଶନେ ହେବ

ପ୍ରାଣ ପୁଲକ,

ଆମେ କୁନି କୁନି କଢି

ଏ ଦେଶ ରକ୍ଷକ।


ଦୟାମୟ ଦୟାବହି 

ଆମ ହୃଦେ ଥାଆନ୍ତି, 

ନିର୍ମାୟା ନିଷ୍ପାପ ଶିଶୁ

ସଭିଏଁ ତ କହନ୍ତି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational