Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajay kumar Behera

Inspirational

4  

Ajay kumar Behera

Inspirational

ଆମେ କୁନି କୁନି ଶିଶୁ

ଆମେ କୁନି କୁନି ଶିଶୁ

1 min
407



 ଆମେ କୁନି କୁନି ଶିଶୁ

 ଏଇ ଦେଶର 

 ଆମରି ନାଁ ରେ ଚାଲଇ

 ଦେଶ ଆମର।୧। 


 କୁନି କଳିକାରୁ ଆମେ

 ହୋଇବା ବଡ଼

 ପରାକ୍ରମ ବଳେ ପୁଣି

 ଜିତିବା ଗଡ଼।୨। 


 ଗଢିବା ସୁନାର ଦେଶ 

 ନିଜ ହାତରେ

 ନ ରଖିଣ ହିଂସା,ବାଦ

 କେବେ ମନରେ।୩। 


 ନେଇ ଶପଥ କରିବା 

 ଆମରି କାମ

 ସବୁରି ଆଗେ ରହିବ 

 ଆମରି ନାମ।୪।


 ଧନୀ ଗରିବ ସମାନ

 ହୋଇବେ ଏଠି

 ଦେଶେ ନ ରହିବ ଆଉ

 ଜମାରୁ ବେଠି।୫। 


Rate this content
Log in

Similar oriya poem from Inspirational