STORYMIRROR

Pranati Mahapatra

Inspirational

2  

Pranati Mahapatra

Inspirational

ଆମେ ହେଲୁ ସ୍ଵାଧୀନ

ଆମେ ହେଲୁ ସ୍ଵାଧୀନ

1 min
13.8K


ଦୀର୍ଘ ବର୍ଷ ତାଙ୍କ ଅତ୍ୟାଚାର ସହି

ହୋଇଥିଲୁ ଯେ ଅତିଷ୍ଠ,

ସହିନପାରି ଏ ଭାରତବାସୀ

ଭୋଗିଲେ କେତେ କଷ୍ଟ।

ଅତ୍ୟାଚାର ସୀମା ଟପିଗଲା

କଲେ ଯୁଦ୍ଧ ଦେଲେ ବଳି ଦାନ,

କେତେ ଯେ ଶହୀଦ ହୋଇ ଥିଲେ

କରିଲେ ଭାରତ ସ୍ଵାଧିନ।

ଫରଫର ହୋଇ ଉଡିଲା ଝଣ୍ଡା

ଦିଲ୍ଲୀ ଲାଲ୍ କିଲ୍ଲାରେ,

ସ୍ଵାଧିନ ଭାରତ ସନ୍ତାନ ବୋଲି

ଛାତି ଫୁଲାଇ କହୁରେ।

ପ୍ରଣତି ମହାପାତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational