STORYMIRROR

jagabandhu sahu

Romance

3  

jagabandhu sahu

Romance

ଆମେ ଦୁହେଁ ପ୍ରିୟା ମିଶି

ଆମେ ଦୁହେଁ ପ୍ରିୟା ମିଶି

1 min
9

ପୁନେଇଁ ରାତିରେ  ଜହ୍ନ ଆଲୁଅରେ

    ଗପୁଥିଲେ କେତେ ବସି

ମୁହଁକୁ ମୋହର  ଚାହିଁ ଦେଇ ତୁମେ

     ମୁରୁକି ଦିଅ ଯେ ହସି ।


ତୁମ ହସ ଦେଖି    ପାଗଳ ମନଟା

     ହେଉଥାଏ ଭାରି ଖୁସି

ସତେକି ଯେମିତି   ଆକାଶର ଜହ୍ନ

     ହାତରେ ପଡିଛି ଖସି ।


ତୁମ କୋଳେ ଶୋଇ ଦେଖିବାକୁ ଇଛା

     ସପନ ଯେ ବାରମାସୀ

ଚାଲୁଥିବା ବାଟ   ହାତେ ହାତ ଛନ୍ଦି

    ଆମେ ଦୁହେଁ ପ୍ରିୟା ମିଶି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ

Similar oriya poem from Romance