STORYMIRROR

Tapan kumar Sahu

Abstract

2  

Tapan kumar Sahu

Abstract

ଆମେ ଭକୁଆ

ଆମେ ଭକୁଆ

1 min
247

ସରକାର ର ଫାଇବ ଟି ଯୁଜନା 

ଆଏଁଜେ ବି ପିଲା ଧରି ଯାଉଛେ

ସ୍କୁଲ କେ ସାର ଜରି ର ମୁନା


ଗାଦାଡି ର ଥାନେ ଦେଖ ହସୁଛେ 

ଆମର ମନ୍ତ୍ରୀ ନବୀନ ନନା 

ଦାନ୍ତ ଅଛେ କି ନାହିଁ ଯେ

ତଵ ବି ଖାଏସି ମଟର ଚନା


ଚାଏର ତରା ନୁ ଜଙ୍ଗଲ ଢାପି 

ହସୁଛେ ଦେଖୁଛେ ଗାଦାଡି 

ରାସ୍ତା ସଡ଼କ ନାହିଥିଲେବି 

ସମାଜେ କେବେ ମୁଁହୁଁ ତାର ନି ମୁଡି

ମୁନୁଷ ଲୁକେ ଲାଗସି ବାବୁ ଭୁକ 

ନବୀନ ଦଦା ଉଡିଆ ନି ଜାନି

ସୁନି ସୁନି ମନତିରି ହେଇଛେ ଦେଖ


ସହେଲେ ଉହୁଳିବୁ ନଏଦ ଧାରେ 

କହେଲେ ଦେବେ ଫାଶୀ 

ଟକିଆଁ ଚଉଲ ଦେଉଛେ ସରକାର 

ମନ ଭରତୁନ ଖା ନ ବାସି


ଚାଷୀ ଦଦା ର ରାଜ ଠାଟ 

କେନେ ଯିବା ନାହିରେ ବାଟ 

ମରୁଛେ ଦେଖ ଭୁକେ ସୁଶେ 

ତାର ଲାଗି ନହିଁନ ବି କାଠ


ଧଏନ ଧଏନ ହୋ ରାଜନୀତିର ଗୁରୁ 

କେବେ ହେଲେ ତମର ପେଟ ପୁରୁ 

ଦେଖବ ଦିନେ ତମେ ଘାଏ ପୂହେ 

ଇ ପାଞ୍ଚ ବରଷ ଟା ପୁରୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract