Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Abstract

3  

Sanjya Tripathy

Abstract

ଆମେ ଆଉ ଚିତା କରିବାନି

ଆମେ ଆଉ ଚିତା କରିବାନି

1 min
2



ସମସ୍ତେ ସମସ୍ତଂକ ପରି ମନେ ହୁଅଂତି

ଯଦିଓ ସମସ୍ତେ ଜଣେ ଜଣେ ଅପରିଚିତ

ସମସ୍ତଂକ ପାଇଁ-ସେୟା ହୋଇଥିବ

ତା ହେଲେ ଆମେ କହିଁକି ବିବ୍ରତ ହେବା ?

ତୁମେ ବି”ତୁମେ” ହିଁ ଅଟ

ଓ ସେଇ ଅଜଣା ଅଚହିହ୍ନା ଅପରିଚିତ ବ୍ୟକ୍ତିଟି

ତୁମ ପାଇଁ, ମୋ ପାଇଁ ଏବଂ ସମସ୍ତଙ୍କ ପାଇଁ ।

ସେହିପରିମୁଁ

ଆମେ ଚିଂତା କରିବାନି ।

ଯଦି ଆମେ ପାରିବା,

ତା ହେଲେ ମଜା କରିବା ପାଇଁ ଖୋଜିବା

କ୍ଷୁଦ୍ରାପଦି କ୍ଷୁଦ୍ର ଚିହ୍ନ- ଆମେ କେଉଁଠି ଥ‌ିବା ବା ଅଛେ

ଏକାକୀ ଓ ସମସ୍ତେ ।

ଜୀବନ ବା ପ୍ରେମ ଏତେ କ୍ଷଣଭାଂଗୁର

ଏହା ଅଦୃଶ୍ୟ ହୋଇଯାଏ

ଏକ ଛୋଟିଆ ଫୋମ୍ ଘୋଡଣୀରେ ।

କିଛି ବି ନେଇ ଯିବା ପାଇଁ ନୁହଁ

କିଛି ବି ଛାଡିଯିବା ପାଇଁ ନୁହଁ

ତେଣୁ କିଛି ବ ଯୋଗାଡ଼ କରନା ।

ଆମେ ବର୍ତମାନ ମୁହୂର୍ତଟିରେ ବଂଚିବା

ସର୍ବ ପରିତ୍ୟଜ୍ୟ ହୋଇ

ଆଉ ଆଗେ କିଛି ନାହିଁ

ଆଉ କରିବାକୁ କିଛି ନାହିଁ ।


Rate this content
Log in

Similar oriya poem from Abstract