STORYMIRROR

Pradeep Kumar Panda

Inspirational

2  

Pradeep Kumar Panda

Inspirational

ଆମ ନବୀନ

ଆମ ନବୀନ

1 min
122

ଆମ ନବୀନ

ଆମ ସମ୍ମାନ

ତାଙ୍କ ତୁଳନା ନାହିଁ

ଭାରି ସରଳ

ମନେ ସବଳ

ଧ୍ୟାନ ପ୍ରଗତି ପାଇଁ.

ସବୁ କ୍ଷେତ୍ରରେ

ଏହି ରାଜ୍ୟରେ

ନୂଆ ଚିନ୍ତନ ନେଇ

କାମ କରନ୍ତି

ଦୀନ ହଟାନ୍ତି

ଦେହ ମନକୁ ଦେଇ.

ତାଙ୍କ ଶାସନେ

ଅଛୁ ସମ୍ମାନେ

ଚାଲୁଛୁ ତୋଳି ମଥା

ଓଡ଼ିଆ ଜାତି

ପଛୁଆ ଅତି

ନାହିଁ ଆଜି ସେ କଥା.

ବିଜୁ ନନ୍ଦନ

କେତେ ମହାନ

ଦେଶ ବିଦେଶେ ଖ୍ୟାତି 

ସାରା ଦେଶରେ

ଜନେ ଶ୍ରଦ୍ଧାରେ

ତାଙ୍କ ଜୟ କରନ୍ତି.



Rate this content
Log in

Similar oriya poem from Inspirational