Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Action Classics

4  

Satyanarayan Sahoo

Romance Action Classics

ଆମ ମାତୃଭାଷା ଆମ ପରିଚୟ

ଆମ ମାତୃଭାଷା ଆମ ପରିଚୟ

1 min
241



ଆମ ମାତୃଭାଷା ଆମ ପରିଚୟ

କଥା ପଦିକ ରୁ ଝରଇ ଅମୀୟ ।


ପଠନେ ଶ୍ରବଣେ ମନ ରେ ପୁଲକ

ମଧୁ- ଶ୍ରାବୀ - ଧାରା ଦୀପ୍ତି ର ଝଲକ ।


ଝରୁ ଥାଏ ଆମ ଓଡ଼ିଆ ଭାଷାରେ

ସବୁଠୁ ଅଧିକ ଭାବ ମାଧୁର୍ଯ୍ୟରେ ।


ଭର ପୁର ସଦା ଉନ୍ନତ ଉତ୍କୃଷ୍ଟ 

ଆମ ପାଇଁ ଆମ ମାତୃଭାଷା ଶ୍ରେଷ୍ଠ ।


ପ୍ରାଣ ପଣେ ତାର ସେବା ରେ ଲାଗିବା

ଆମ ପରିଚୟ ଅକ୍ଷୁର୍ଣ୍ଣ ରଖିବା ।


ପରକାଶୁ ଅଛୁ ଯେଉଁ ଭାଷା ଯୋଗେ

ବିସ୍ମୟ , ଜିଜ୍ଞାସା ଚମତ୍କାର ବାଗେ ।


ଅବିରତ ବହୁ ଦାନ ଯୋଗାଇଣ

ଅନୁକ୍ଷଣ ଗଢେ ଆମର ଜୀବନ ।


ଜ୍ଞାନ , ମାନ , ଧନ , ଯାହାର ହେତୁ ରୁ

ଆମେ ମାନେ ନିତି ଉପାର୍ଜନ କରୁ ।


ସେହି ଆମ ଭାଷା ଆମ ପରିଚୟ

ସହାୟତା ତାର ଯେ ଅତୁଳନୀୟ ।



Rate this content
Log in

Similar oriya poem from Romance