Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Kumar

Inspirational Others

2.5  

Manas Kumar

Inspirational Others

ଆମ ଜାତୀୟ ପତାକା

ଆମ ଜାତୀୟ ପତାକା

1 min
1.1K


ସ୍ୱାଧୀନ ଦେଶର ଗୌରବ ଆମର ଏ ଜାତୀୟ ପତାକା 

ଧର୍ମ ନିରପେକ୍ଷଣାତାର ବାରତା ଦିଏ ମନରେ ନକର ଶଙ୍କା |


ତିନି ରଙ୍ଗର ସମାହାର ଏ ପତାକା ଆମର 

ରହିଛି ରଙ୍ଗ ଏଥିରେ ନାରଙ୍ଗୀ, ଧବଳ ଆଉ ସବୁଜର |


ତିନି ରଙ୍ଗ ଅଟଇ ପ୍ରତୀକ ବିରତ୍ୱ,ସତ୍ୟ ଆଉ ପ୍ରଗତୀର 

ତା ସହ ଅଶୋକ ଚକ୍ର ବାରତା ଦିଏ  ସତ୍ୟର |


ବ୍ୟର୍ଥ ଯାଇନି ବୀର ସହୀଦଙ୍କ ତ୍ୟାଗ ଆଉ ବଳିଦାନ 

ରହିଛି ରହିବ ଏ ବିଶ୍ୱରେ ଚିରଦିନ ଅମଳିନ |

  

ମାଟି ଛୁଇଁ ସଭିଏଁ କରିବା ପଣ 

ଏ ଦେଶକୁ ଆମର କରିବା ଟାଣ |


Rate this content
Log in

Similar oriya poem from Inspirational