Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshay Kumar Behera

Abstract

3  

Akshay Kumar Behera

Abstract

ଆମ ଏ ଭାରତ ଭୂଇଁ

ଆମ ଏ ଭାରତ ଭୂଇଁ

1 min
390



ପୂର୍ବ ଆକାଶରେ ଉଦିତ ରବି

ସୁନେଲି କିରଣ ବିଛରି

ଆନନ୍ଦରେ ଉତଫୁଲିତ ଆଜି ।

ନୂଆ ନୂଆ ଲାଗେ ଭାରତ ମାତା କୋଳ,

ଏକସ୍ତରୀ ବର୍ଷ ସାଧାରଣତନ୍ତ୍ର ଦିବସ

ପାଳନ ଉତ୍ସବ କୁ ନେଇ ।


ପଲ୍ଲୀରୁ ଦିଲ୍ଲୀ ତ୍ରିରଙ୍ଗା ଉଡୁଛି 

ଫରଫର ହୋଇ,

ସଭିଙ୍କୁ କିଛି ବାରତ କହି ।

ଭାରତ ମାତାର ହେ ସୁଯୋଗ୍ୟ ସନ୍ତାନ

ଆତ୍ମୀୟତା ଭାବ ମନେ ଜାଗ୍ରତ କରି

ଦେଶ ଜାତି ପାଇଁ କାମ କରିଚାଲ

ସର୍ବେ ଏକତ୍ରିତ ହୋଇ ।


ଜାତି ଭେଦଭାବ ମନୁ ଦୂରକରି

ସର୍ବେ ଲଢିବା ମାଟି ମାଆ ଲାଗି

ଆତଙ୍କିକୁ ଦେବା ହଟାଇ ।

ପୂର୍ବ ପୁରୁଷଙ୍କ ବିରତ୍ବର ଗାଥା

ଆଗକୁ ରଖିବା ଆମେ ବଜାଇ ।


ସତ୍ୟ, ଶାନ୍ତି, ଦୟା, କ୍ଷମାକୁ ଆଦରି

ସଭିଙ୍କ ଦୁଃଖ ହରିବା ଲାଗି

ଶପଥ ନିଅ ହେ ଯୁବ ପିଢି ।

ବିଭିନ୍ନତାରେ ଏକତା ବାର୍ତ୍ତା ବାଣ୍ଟୁଅଛି,

ଯା ପାଇଁ ପୂଜିତ ସାରା ବିଶ୍ବେ ଆଜି

ସେ ଆମ ଏ ଭାରତ ଭୂଇଁ ।


Rate this content
Log in

Similar oriya poem from Abstract