STORYMIRROR

Baijayantimala Rout

Inspirational

3  

Baijayantimala Rout

Inspirational

ଆମ ବିଦ୍ୟାଳୟ

ଆମ ବିଦ୍ୟାଳୟ

1 min
493

ବିଦ୍ୟାଳୟ ଅଟେ ମୋର ଭାରି ସୁନ୍ଦର ,

ସେହି ପୁଣି ଅଟେ ମୋର ଅତି ନିଜର,

ସଭିଏଁ ପଢିବା ସଭିଏଁ ବଢିବା,

ହେବା ସ୍ବାକ୍ଷର ।

ବିଦ୍ଯାଳୟ ଆମ ଭାରି ସୁନ୍ଦର ।

ଶିକ୍ଷା ଆମ ଭଲ ଥିଲେ

ଭବିଷ୍ୟତ ଭଲ ହେବ ,

ଗୁରୁଜୀଙ୍କ ଆହ୍ବାନ ଏ

ସଦା ମନେ ରଖିଥିବ।

ନିଜେ ବି ପଢିବା ଅନ୍ଯକୁ କହିବା

ହେବା ସ୍ବାକ୍ଷର ।

ବିଦ୍ଯାଳୟ ଆମ ଭାରି ସୁନ୍ଦର ।

ଆମେ ସବୁ ସୁରକ୍ଷିତ

ବିଦ୍ଯାଳୟେ ଲେଖାଅଛି,

ଭୟ ନାହିଁ ଆମ ପାଇଁ

ଦଣ୍ଡ ମୁକ୍ତ ହୋଇ ଅଛି ।

ଆସରେ କବିତା ଆସରେ କବିତା

ହେବା ସ୍ବାକ୍ଷର ।

ବିଦ୍ୟାଳୟ ଆମ ଭାରି ସୁନ୍ଦର ।

ବିଦ୍ୟାଳୟ ଆମ ଭାରି ସୁନ୍ଦର ।



Rate this content
Log in

Similar oriya poem from Inspirational