STORYMIRROR

Preeti padma Dash

Abstract Children Stories Inspirational

3  

Preeti padma Dash

Abstract Children Stories Inspirational

ଆମ ବିଦ୍ୟାଳୟ

ଆମ ବିଦ୍ୟାଳୟ

1 min
327

ବିଦ୍ୟାଳୟେ ଆମେ ମିଳିମିଶି ପଢୁ  

ପୁଅ ଝିଅ କିଏ କେତେ

ନିରାପଦ ପାଇଁଁ ସଚେତନ ହେଲେ    

ବିିିିପଦ ରହେନି ସତେ

ସୁରକ୍ଷାପାଇଁ ତ ପାଚେରିଟେ ଲୋଡା  

ଫାଟକ ପଡିବ ତାଲା

ନହେଲେ ଅବାଧ ପ୍ରବେଶ ହୋଇବ

ଅଣ ଛାତ୍ରଙ୍କର ଭରା

ପାଣି ସୁବିିିିଧାବି ନିହାତିି ଜରୁରୀ  

ପିିଇବା ସ୍ବଛ ନିର୍ମଳ ଜଳ

ନହେଲେ ରୋଗରେ ସଢିିିବୁ ଆମେ ତ,

ହେବୁ ଭାରିି କଲବଲ

ଖାଇବା ପୂର୍ବରୁ ହାତ ସଫା କରି 

ସୁୁୁୁଷମ ଖାଦ୍ୟ ଭକ୍ଷଣ

ସଫା ପୋଷାକରେ ବିଦ୍ୟାଳୟ ଯିବା

ବିଦ୍ଯାଳୟ ଆମ ମିତ

ଚାରିପାଖ ସଫା ନିହାତି ରଖିଵା

ତାହା ଆମ ପାଇଁ ହିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract