STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଆlଜି ପରା ଗୁରୁବାର

ଆlଜି ପରା ଗୁରୁବାର

1 min
877


ଆଜି ପରା ଗୁରୁବାର ଲୋ

ଆଜି ପରା ଗୁରୁବାର

ପ୍ରତି ଘର ଦ୍ୱାରେ ଲକ୍ଷ୍ମୀ ପାଦ ଚିତା

ଦିଶେ କେଡେ ମନୋହର ଲୋ।


ସେ ଯେଧନ ଲକ୍ଷ୍ମୀ 

ସେ ଯେ ଗୃହ ଲକ୍ଷ୍ମୀ

ସେ ଯେ ରାଜ ଲକ୍ଷ୍ମୀ

ସେ ଐଶ୍ୱର୍ଯ୍ୟ ଲକ୍ଷ୍ମୀ

ତିନି ଧୂପ ଦେଇ ଅରଚନା କଲେ

ଭରି ଦିଅନ୍ତି ଭଣ୍ଡାର ଲୋ।


ହେଉ ବା ବ୍ରାହ୍ମଣ

ହେଉ ବା ଚଣ୍ଡାଳ

ହେଉ ଧନୀ ଅବା

ହେଉ ସେ କାଂଗାଳ

ଶୁଦ୍ଧ ପୂତ ମନେ ମାଙ୍କୁ ପୂଜିଲେ

କୃପା ବିନ୍ଦୁ ଝରେ ମାଆ ର।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational