STORYMIRROR

Sukanti Hotta

Classics

2  

Sukanti Hotta

Classics

ଆଲବମ

ଆଲବମ

1 min
146

ଆଲବମରେ ନିଜକୁ ଦେଖି ଭାବୁଛି

କଣ ସତରେ ଏମିତି ଥିଲି

ସମୟ ବଦଳେଇ ଦେଇଛି ଚେହେରାକୁ

କର୍ମର ଜଞ୍ଜାଳରେ

କିନ୍ତୁ ବଢ଼େଇ ଦେଇଛି ଭଲ ପାଇବାକୁ

ସମ୍ପର୍କର ଡୋରିରେ

ଯୌବନ ବଦଳି ଯାଇଛି

ବାର୍ଦ୍ଧକ୍ୟରେ

ରୋଷେଇ ଘର ଜଞ୍ଜାଳରୁ ମୁକ୍ତିପାଇ

ଶୋଇଛି ଶୋଇବା ଘରେ

ଜଗି ବସିଛି କିଏ ପାଖକୁ ଆସି

କଥା ହେବ ସ୍ନେହରେ

କିନ୍ତୁ ସମୟର ଅଭାବ

ସମସ୍ତଙ୍କ ପାଖରେ

ଆଲବମଟି ସାଥୀ ହୋଇ ରହିଛି

ମୋ ପାଖରେ

ଯେମିତି ଲାଗୁଛି ସମସ୍ତେ ଅଛନ୍ତି

ବନ୍ଧନର ଡୋରିରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics