STORYMIRROR

hrudananda sunani

Abstract

3  

hrudananda sunani

Abstract

ଆଖି ଥାଇ ଅନ୍ଧ

ଆଖି ଥାଇ ଅନ୍ଧ

1 min
107

ପାଠ ନ ପଢିଲେ

ଆଖି ଥାଇ 

ଅନ୍ଧ

ଘରର ଆଗରେ

ଲାଗେ ଦ୍ଵାର

ବନ୍ଦ

ଲେଖା ନ ଜାଣିବ

କିଛି

ଲୋକେ ଯେ ବୋଲିବେ

ଛିଛି

ମୁରୁଖ ହେଲେ ଜୀବନ

ତାର ଅନ୍ଧାର

ଖାଲି ଶୁଣି ଶୁଣି କରି

କାଟେ ସଂସାର

ଵେଦ ଭାଗବତ ନ

ଜାଣେ କିଛି

ସହଜେ ନ ବୁଝି କି

ଦେବ ପୁଛି

ଜ୍ଞାନ ବିଜ୍ଞାନ ଲାଗିବ

ଅଜବ ଅଜବ

ପ୍ରମାଣ ଜାଣିବ ନାହିଁ

ଡ଼ାକିବ ହେ ଦେବ !


Rate this content
Log in

Similar oriya poem from Abstract