STORYMIRROR

Gitanjali Pujapanda

Tragedy

3  

Gitanjali Pujapanda

Tragedy

ଆଖି ଲୁହ

ଆଖି ଲୁହ

1 min
239

ଆଖି ଲୁହ

ଅମାନିଆ ଆଖି ଦୁଇ ଟି ଆଜିବି ଓଦା 

ହେଇଥିଲା କାହିଁକି?? ଦୁଃଖ ତ 

ମନ କୁ ଆସେ ଆଖିର କି ଦୋଷ ସେ କାହିଁକି 

ଅଥଳ ସାଗର ପରି ଲୁଣି ଲୁହ ରେ ଓଦା

ହୁଏ ବାରମ୍ବାର ବାରମ୍ବାର !!


କିଛି ହଜିଲା ଆଶା ଆଉ କିଛି ଶୁଖିଲା 

ସ୍ମୃତି ଯେବେ ମୃଦୁ ମଳୟ ସହିତ ମନ ଅଗ ଣା ରେ 

ହୁଏ ଦେଖା ଭିଜି ଯାଏ ସେତେବେଳେ ଆଖିପତା

ମନ ହୁଏ ପୁଣି ଫେରିପାଇ ବା କୁ ସେ ଜୀବନ 

ଯେଉଁଠି କିଛି ନ ଥିବ ଖାଲି ଥିବି ମୁଁ ଆଉ ମୋ ଆତ୍ମା।


ନ ଥିବ କିଛି ବାଧା ନା ବନ୍ଧନ ଥିବ ଖାଲି 

ମହମହ ସେହ୍ନ ପୂର୍ଣ ବାସ୍ନା ର ସମ୍ପର୍କ ଆଉ 

କିଛି ଆତ୍ମୟତା ର ଯେମିତି ଆଖି ଆଉ ଲୁହ ର 

ବାସ୍ ଜୀବନ ରେ ଆଉ କଣ ଦରକାର !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy