STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ଆକାଶ

ଆକାଶ

1 min
212

ଲେଖୁଛି ମୁଁ ଲହୁର କବିତା 
ଗାଉଛି ମୁଁ ଲୁହର ଗଜଲ 
ଶ୍ରାବଣଟା ଋତୁ ରାଣୀ 
ନୟନ ଯୁଗଳ ଶ୍ରାବଣୀ 
କହିପାରେନା ବ୍ୟଥା 
ଆହତ କ୍ଷତ ବିକ୍ଷତ ମୁଁ 
ଛଟପଟ ହୁଏ......
ମୋ ପାଇଁ ଆକାଶ ମନା 
ମୁଁ ଉଡ଼େନା 
ସାର୍ଥକ ସ୍ବପ୍ନଟିଏ ଯେବେ ମୁଁ ଦେଖେ 
ଆତ୍ମବିଶ୍ୱାସ ର ଉଡାଣ ଯେବେ 
ମୁଁ ଉଡେ..............


Rate this content
Log in

Similar oriya poem from Abstract