STORYMIRROR

Devipriya Das

Romance Classics Fantasy

3  

Devipriya Das

Romance Classics Fantasy

ଆକାଶ

ଆକାଶ

1 min
258

ନିର୍ମଳ ଆକାଶେ ଇନ୍ଦ୍ରଧନର

ସେ  ସୁନ୍ଦର  ମନୋଲୋଭା

ଦୃଶ୍ୟ ମନରେ  ଖେଳାଏ

ସିହରଣର ଛାପା।

ଆକାଶ ତଳେ ବସି 

ଭାବେ କେତେ ଯେ କଥା।

ମନ ମୋର ହଜିଯାଏ

କେଉଁ ଭାବନା ରାଇଜେ

ତାହା ମୁଁ ନିଜେ ହିଁ

ଜାଣି ନପାରି।

ବର୍ଷା ଋତୁରେ ଆକାଶର

ସେ କଳା ବାଦଲ ଆଢ଼ୁଆଳର

ରୂପ ମନ ରେ କେତେ 

ଯେ ଅମାନିଆ ଭୟ।

ପୂର୍ଣିମା ରାତିର  ଆକାଶ

ଆହା କି  ଦେଖିବାକୁ ସୁନ୍ଦର।

ଆକାଶ ର  ଦେଖି   ମନୋଲୋଭା

ସୈନ୍ଦଯ୍ୟ  ଭାରିିି ମନମୁଗ୍ଧକର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance