STORYMIRROR

Suresh chandra Padhy

Abstract Others

4  

Suresh chandra Padhy

Abstract Others

ଆଜିର ନାରୀ

ଆଜିର ନାରୀ

1 min
351


ଆଜିର ନାରୀ ଯୁଗ ସାଥେ ତାଳ ଦେଇ ଚାଲିଛି

ଆଜିର ନାରୀ ପାଠ ପଢି ଆଗକୁ ଯାଉଛି

ନାରୀ ତାର ସାହାସିକତା ପାଇଁ ଏଭରେଷ୍ଟ୍ ଚଢ଼ି ପାରୁଛି

ନାରୀ ତାର କଳାକୁ ଆଗକୁ ନେଇ ପାରୁଛି

ନାରୀ ଆଜି ଡାକ୍ତର ହୋଇ ସେବା ଦେଉଛି

ନାରୀ ପୁଣି ହାତରେ ବନ୍ଧୁକ ଧରି ପୁଲିସ ହେଉଛି

ନାରୀ ଆଜି ସ୍ଵାବଲମ୍ବୀ ହୋଇ ପାରିଛି

ନାରୀ ନିଜ ଆତ୍ମରକ୍ଷା କରି ପାରୁଛି

ନାରୀ ଆଜି ସମାଜ ରେ ସବୁ କ୍ଷତ୍ରେ ଆଗକୁ ଯାଉଛି

ନାରୀ ପୁରୁଷ ପରି ସବୁ କାମ କରି ପାରୁଛି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract