ଆଜିର ଅନୁଚିନ୍ତା
ଆଜିର ଅନୁଚିନ୍ତା
ଏ ସଂସାରରେ
ମିଛ ମାୟା ଓ ଛନ୍ଦ କପଟ ଜାଲେ ପଡି ଲୋକେ ଜୀବନକୁ ଭଲପାଇ ବାର ବିଅର୍ଥେ ନଷ୍ଟ କରୁଛନ୍ତି ।
ଯଦି ଖୁସିରେ ରହିବାକୁ ହେଲେ
ନିଜ ମାଆ ବାପାକୁ ଭଲ ପାଆନ୍ତୁ ।
ମାଆ ଭଳି ଭଲ ପାଉଥୁବା ଓ ବୁଝି ପାରୁଥିବା ଆଉ ବୁଝାଇ ପାରୁଥିବା ସାଥିଟିଏ ମିଳିବା ବହୁତ କଷ୍ଟ ।
ସେଥିପାଇଁ ତ କୁହାଯାଏ
ଯେ ମାଆ ଠାରୁ ବଡ ବନ୍ଧନ
ଆଉ ମାଆ ଠାରୁ ବଡ ବିକଳ୍ପ ଏ ସଂସାରେ ଆଉ କିଛି ନାହିଁ ।
