STORYMIRROR

Bedanta Bagarty

Abstract Action Inspirational

3  

Bedanta Bagarty

Abstract Action Inspirational

ଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

1 min
443

ସଂସାର ରେ ଦୁଇଟି ଜିନିଷ କୁ ଗଣନା କରନ୍ତୁ ନାହିଁ

 ଯାହାକି ନିଜର ଦୁଃଖ ଆଉ ଅନ୍ୟର ସୁଖ 

ତାପରେ ଦେଖିବେ

 ଜୀବନ କେତେ ସରଳ ଆଉ ସୁନ୍ଦର୍ ହୋଇଯିବ ।


ଚାଷିର ଚେଷ୍ଟା ଓ କୂଅର ପାଣି ସବୁ ଫସଲ ପାଇଁ ସମାନ ହୋଇଥାଏ,

ହେଲେ କର୍ଲା ପିତା ହୋଇଥାଏ, ବେଲ ମିଠା ହୋଇଥାଏ,

 ଆଉ ତେନ୍ତୁଳି ଖଟା ହୋଇଥାଏ ।


 ଏ ଦୋଷ ପାଣି ର ନୁହେଁ ବରଂ ମଞ୍ଜିର ହୋଇଥାଏ । 

ଠିକ୍ ସେମିତି ଭଗବାନ୍ ଆମ ସମସ୍ତଙ୍କ ପାଇଁ ସମାନ ହୋଇଥାନ୍ତି, ହେଲେ ଫଳ ଆମ ନିଜ କର୍ମର ହିଁ ମିଳିଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract