STORYMIRROR

Prabhanjana Tripathy

Abstract

4  

Prabhanjana Tripathy

Abstract

ଆଜି

ଆଜି

1 min
383

ଜୀବନର ରଙ୍ଗ ବଦଳୁ ବଦଳୁ

ବଦଳୁ ଥାଏ ନିଶା

କ୍ଷିପ୍ର ହୁଏ ସ୍ମୃତି ଉଜାଗର

ଉଦ୍ଗିରଣ ହୁଏ ଭାଷା ll


ବିଗତକୁ ଆଣି ଛାତିରେ ଭରି

ସମ୍ପର୍କର ଲହୁ ଗୁଣ

କେତେଯେ ଭାଵ ପ୍ରେମସ୍ନେହର

ଭାତଡାଲି ତୁଣଲୁଣ ll


କି ଥିଲା ସେଦିନ ଉନ୍ମାଦ ଭରା

ସତେକି ଆଜିବି ଅଛି

ଦେଖିଲି ଦେଖିଲି ଭାଵ ସମ୍ପର୍କ

ବଦଳି ନାହିଁ କିଛି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract