STORYMIRROR

sudhakar sethi

Inspirational

3  

sudhakar sethi

Inspirational

ଆଜି ପରା ଶିବରାତ୍ରୀ

ଆଜି ପରା ଶିବରାତ୍ରୀ

1 min
232


ଓଁ ନମଃ ଶିବାୟ ଓଁ ନମଃ ଶିବାୟ

ଶୁଭୁଛି ଗଗନ ପବନ

ବାବାଙ୍କ ଶରଣେ ଆଶ୍ରିତ ସର୍ବେ

 ଚାଲିଛି ଶଙ୍କର ପୂଜନ


ବରଷକେ ଥରେ ଆସେ ଏ ରଜନୀ

ସେତ ବହୁ ପ୍ରତୀକ୍ଷିତ  

ଉଜାଗରେ ରହି ଜାଳନ୍ତି ପ୍ରଦୀପ 

ମନାସନ୍ତି ସର୍ବ ସୁଖ


ଶଙ୍କର ସହ ମାଆ ଭବାନୀ 

ବିଜେ ହୁଅନ୍ତି ଆସ୍ଥାନେ 

ଘଣ୍ଟ ଘଣ୍ଟା ମୃଦଙ୍ଗ ତାଳରେ

ପୂଜନ୍ତି ସକଳ ଜନେ


ଗୟସ ଦୁଦୁରା ଚମ୍ପା କେତକୀରେ 

ଶୋହେ ବାବାଙ୍କ ଚରଣ

ମସ୍ତକରେ ଚନ୍ଦ୍ର କିସୁନ୍ଦର ଦିଶେ 

ଭକତ ଦର୍ଶନେ ଧନ୍ୟ


ଶୈବ ପୀଠ ସବୁ ଭିଡ ଜମିଲାଣି

ଉଛର କରନା ଗୋରୀ 

ପୂଜିଯିବା ଚାଲ ଶଙ୍କରଭବାନୀ 

ମନ ଉଚ୍ଛନ୍ନ ହେଲାଣି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational