Bijaya Kumar Swain
Inspirational
ଯେତେ ଯାହା ସବୁ ଘଟୁଛି ଜଗତେ
ସବୁ ତ ଖେଳ ତୁମରି
ଯେତେ ବାଧା ବିଘ୍ନ ତୁମରି ଭିଆଣ ।
ସବୁ ତ ଇଚ୍ଛା ତୁମରି
ଆହେ ଜଗନ୍ନାଥ ଆଗ କୁ ଯେପରି
ମଙ୍ଗଳ ହେଉ ସବୁରି
ଏତିକି ମାତ୍ର ଗୁହାରୀ ।
ରସଗୋଲା ଲୀଳା 🌹...
ମୋ ବୋଉ🌹🌹🌹🌹
ତୁମ ପରି ଛୋଟ ପ...
ଅପ୍ରାକୃତ ପ୍ରେ...
ବନ୍ଦେ ଭାରତ ଜନ...
ତୁମେ ଆସିବ ବୋଲ...
ତୁମେ ସତ ସବୁ ମ...
ଆହେ ଜଗତର ନାଥ
ଗୁରୁ ପଦେ ନମସ୍...
ଶ୍ରୀକ୍ଷେତ୍ର ର...
ଆସୁଛନ୍ତି ମହାକାଳି ଆସୁଛନ୍ତି ମହାକାଳି
ବାପା ମାଆଙ୍କ ଖୁସିରେ ବାପା ମାଆଙ୍କ ଖୁସିରେ
ଆମେ ଆମ ଜୀବନ ଯୁଦ୍ଧରେ ହତାଶା ନିରାଶା ଓ ସମସ୍ତ ବିପରୀତମୁଖୀ ପରିସ୍ଥିତିକୁ ଆତ୍ମ ପ୍ରତ୍ୟୟ ଓ ଆତ୍ମ ବିଶ୍ଳେଷ... ଆମେ ଆମ ଜୀବନ ଯୁଦ୍ଧରେ ହତାଶା ନିରାଶା ଓ ସମସ୍ତ ବିପରୀତମୁଖୀ ପରିସ୍ଥିତିକୁ ଆତ୍ମ ପ୍...
ଜନ୍ମାଷ୍ଟମୀ ଜନ୍ମାଷ୍ଟମୀ
ତୁମେ ଅକ୍ଷୟ, ଅକ୍ଷୟ ମହାନ୍ତି ତୁମେ ଅକ୍ଷୟ, ଅକ୍ଷୟ ମହାନ୍ତି
ପାଗଳ ପାଗଳ
ମାଆ ବୋଲି ତୋତେ ଯିଏ ଡାକିଛି ଥରେ ତୋ କରୁଣାର କୃପା ତା ମଥାରେ ମହିଷାମର୍ଦ୍ଦିନୀ ମାଆ ଦେବୀ ଦଶଭୁଜା ... ମାଆ ବୋଲି ତୋତେ ଯିଏ ଡାକିଛି ଥରେ ତୋ କରୁଣାର କୃପା ତା ମଥାରେ ମହିଷାମର୍ଦ୍ଦିନୀ ମ...
ରକତ ଟଳ ମଳକୁ ଖଇର ପାଞ୍ଚ ପଳ l ସାଧବ ଆଣିଛି କେଉଁ ଦେଶରୁ ଏ ଫଳ ll ରକତ ଟଳ ମଳକୁ ଖଇର ପାଞ୍ଚ ପଳ l ସାଧବ ଆଣିଛି କେଉଁ ଦେଶରୁ ଏ ଫଳ ll
ଫିରୀଙ୍ଗୀ ଫଉଜ ଗରଜି ଉଠିଲା ପାରିକର ନଦୀ ଆରେ ତୁରନ୍ତ l ସେ କି ଜାଣିଥିଲା ତୁଠରେ ପ୍ରହରୀ କଳିଙ୍ଗ ବୀର ସେ... ଫିରୀଙ୍ଗୀ ଫଉଜ ଗରଜି ଉଠିଲା ପାରିକର ନଦୀ ଆରେ ତୁରନ୍ତ l ସେ କି ଜାଣିଥିଲା ତୁଠରେ ପ୍ରହ...
ଏ ମାସେ ଭଞ୍ଜନ ହେଲା ଯାମଳ ଅର୍ଜୁନ l କୁବେର ପୁତ୍ରେ ତାରିଲେ ପତିତପାବନ ll ଏ ମାସେ ଭଞ୍ଜନ ହେଲା ଯାମଳ ଅର୍ଜୁନ l କୁବେର ପୁତ୍ରେ ତାରିଲେ ପତିତପାବନ ll
ମୋର ଠାରୁ ସାନ ଦୁଇ ପିଲା ଯାକ ଉଠେଇ ଦେଲେ ମୋତେ ଭାଲୁ ଚାଲିଗଲା ବାଟରେ ଭାଇହେ ମୋର ଠାରୁ ସାନ ଦୁଇ ପିଲା ଯାକ ଉଠେଇ ଦେଲେ ମୋତେ ଭାଲୁ ଚାଲିଗଲା ବ...
କିଛି ଲୋଡା ନାହିଁ ତୋର ନିର୍ମଳ ହୃଦୟ ବୁଲି ବୁଲି ଖୋଜୁ ଥାଉ ପାଗଳ ପରାୟ କିଛି ଲୋଡା ନାହିଁ ତୋର ନିର୍ମଳ ହୃଦୟ ବୁଲି ବୁଲି ଖୋଜୁ ଥାଉ ପାଗଳ ପରାୟ
ଦୁର୍ଗତି ନାଶିନୀ ଦୁଃଖ ଵିନାଶିନୀ ଦୁର୍ଗତି ନାଶିନୀ ଦୁଃଖ ଵିନାଶିନୀ
ନିଜ ସ୍ବାର୍ଥ ପାଇଁ ଜନ୍ମ ହୋଇ ନାହିଁ ଆମେ ରେ ଦୈବ ଅଧୀନ ଦୈବ କର୍ମ କରି ମହତେ ଚଳିଲେ ସାର୍ଥକ ନିଜ ସ୍ବାର୍ଥ ପାଇଁ ଜନ୍ମ ହୋଇ ନାହିଁ ଆମେ ରେ ଦୈବ ଅଧୀନ ଦୈବ କର୍ମ କରି ମହତେ ଚଳିଲେ ...
ସମର୍ପିତା ସୌଭାଗିନି ସମର୍ପିତା ସୌଭାଗିନି
କବିତା ଅମୃତ ବର୍ଷଣ କରିଣ ଢାଳିଦେଲ ଦେଶପ୍ରେମ । ପ୍ରକୃତି ମାତାର ଯୋଗ୍ୟତମ ସୁତ କବିତା ଅମୃତ ବର୍ଷଣ କରିଣ ଢାଳିଦେଲ ଦେଶପ୍ରେମ । ପ୍ରକୃତି ମାତାର ଯୋଗ୍ୟତମ ସୁତ
ମାଲୋ ତୁହି ମୁକ୍ତି ଦାୟୀ ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରଇ ପୁଣି..... ମାଲୋ ତୁହି ମୁକ୍ତି ଦାୟୀ ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରଇ ପୁଣି.....
ଏତିକି ପ୍ରାର୍ଥନା ମୋହର ଦିଅ ତୁ ଆଶିଷ ପୟରେ ପ୍ରଣତି ତୋହର ଏତିକି ପ୍ରାର୍ଥନା ମୋହର ଦିଅ ତୁ ଆଶିଷ ପୟରେ ପ୍ରଣତି ତୋହର
ବୃଷଭ ବାହନ ଅବା ଗଜାନନ ପୃଷ୍ଠେ ମାତା ଅବତରି ଶୋହେ ତବ କର ଡମ୍ବରୁ ତ୍ରିଶୂଳ ବୃଷଭ ବାହନ ଅବା ଗଜାନନ ପୃଷ୍ଠେ ମାତା ଅବତରି ଶୋହେ ତବ କର ଡମ୍ବରୁ ତ୍ରିଶ...
ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା ଶାଶୁଙ୍କୁ ନିଜର ମାତା କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ ଦୁଇ କୁଳ ପ ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା ଶାଶୁଙ୍କୁ ନିଜର ମାତା କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ...