STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ଆଇନା

ଆଇନା

1 min
231

ଦର୍ପଣରେ ସିନା ମୁହଁ ଦେଖେ

ହେଲେ ପ୍ରତିବିମ୍ବ

ମୁଁ ଏକ ହତାଶ ମଣିଷ

ବୁଝିନଥିଲି ପ୍ରତିବିମ୍ବର ପ୍ରତିଫଳନ

ପ୍ରତିଟି ପ୍ରତିବିମ୍ବ

ବୁଝିନଥିଲି ଆଗରୁ ସତରେ ମୁଁ ଯେ ଜଣେ

ହତାଶ ମଣିଷ ସଞ୍ଜ ହେଲେ ମନେ ପଡେ

ପ୍ରତିବିମ୍ବ ପ୍ରତିଫଳନ ଆଇନାର କଥା

ଯେଉଁ ଦିନ ମୁଁ ଭାବେ ଆଇନା କଥା

ଆଇନାରେ ଯେବେ ଭଙ୍ଗା ମନ ପଢେ

ସତରେ ଆଇନା ମତେ ଉପହାସ କରେ

କେତେ କଣ କହେ ହେଲେ

ଏ ଅବୁଝା ମନଟା

ପାଗଳ ମନଟା ଜମା ବୁଝେନି

ସତରେ କେତେ ଅବୁଝା ଏ ମନଟା

ଭଙ୍ଗା ମନରେ ଆଇନାର ପ୍ରତିଫଳନ

ଖାଲି କରୁଣ ଲାଗେ ବୀଭତ୍ସ ବିକଟାଳ

ଦୃଶ୍ୟ ସବୁ କାହାଣୀ ଏବେ ପଥର ଛାତିର

ଏଠି ମୁହଁ ଦେଖିଲେ ପ୍ରତିଫଳନ ହୁଏ

ନିତି ଅହ ରହ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational