STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ଆଇନା

ଆଇନା

1 min
250

ଅଣ୍ଟାର୍କଟିକା ରେ ଉପଯୋଜନ

ମରୁଭୂମିରେ ପାଣି

ଆଫ୍ରିକା ରେ 

ଜନବସତି

ମୁଁ 

ଶେଫାଳୀ 

ନୁହେଁ

ଯେ

ଝରିଯିବି

ଲାଜକୁଳୀ

ଲତା ନୁହେଁ 

ଯେ

ଝାଉଁଳି 

ଯିବି

ପ୍ରତାରକ

ତୁମେ ମୋର

ପୁରୁଣା 

ଡାଆରୀ  

ମୁଁ 

ଆହତ

ପ୍ରଜାପତି 

ତମେ 

ଅଟ୍ଟହାସ୍ୟ ମଣିଷ

ଭଙ୍ଗାମନ

ଭଙ୍ଗା

ଆଇନା ଯୋଡି ହୁଏନା 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract