STORYMIRROR

Titu Sahu

Romance Others

2  

Titu Sahu

Romance Others

ଆଇ ଲଭ ୟୁ

ଆଇ ଲଭ ୟୁ

1 min
339


  ମନ ଆକାଶ ଇନ୍ଦ୍ର ଧନୁ ଦେଲ ଆଙ୍କି

  ହୄଦୟ ମୟୂର ନାଚି ଥାଏ ଦେଖି।

 ଏତେ ରଙ୍ଗ କେଉଠୁ ଆଣି ଲୁ ବୋହି

  ଇନ୍ଦ୍ର ଧନୁ ରେ ଦେଲୁୁ ରଙ୍ଗେଇ

 ଯାଣି ପାରିଲି ନି  ତୁ ଭଲପାଉ

           ଆଇ ଲଭ ୟୁ.........


  ପ୍ରଜାପତି ଠାାରୁ ଆଣିଛୁ ମାଗି

  ହେଲେ ପ୍ରଜାପତି ସହିତ ସଙ୍ଗି

  ଏତେ ପରିଶ୍ରମ କରୁ କାହିଁ

  ବରଷା ସଵୁ ରଙ୍ଗ ଦେବ ଧୋଇ

  ଜାଣି ପାରେ ମୋତେ ଭଲ ପାଉ

            ଆଇ ଲଭ  ୟୁ...........



  ମନ ଆକାଶରେ   କେଡେେ ଇନ୍ଦ୍ର ଧନୁ

  ପୂରିଯାାାଇ ଥାଏ ଆକାଶ ର ତନୁ

   କିଛି ସମୟ ପରେ ଚାଲିିଯାଏ କାହିଁ?

   ଯେତେ ଖୋଜିଲେ ବି ଆଉ ମିଲେ ନାହିଁ।

   ପଚାରିବି ଆଉ  କାହାକୁ?

             ଆଇ ଲଭ ୟୁ..............   

   

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance