STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Inspirational

3  

ନାୟକ ଅକ୍ଷୟ ରାଜହସ୍ତୀ

Inspirational

ଆହ୍ଵାନ

ଆହ୍ଵାନ

1 min
309

ଆସ ଆସ ବୀରl ବୀର

ହୋଇ ଟିକେ ଆଗଭର

ମାତୃଭୂମି ରେ ସେବାରେ

ଧନ ଜନ ଏଠି କିଛି

ଲୋଡ଼ା ନୁହଁ ମୁଁ କହୁଛି

ଲୋଡ଼ା ଖାଲି ମନ ପ୍ରାଣ ରେ...(. ଏକ)

ତୁମ୍ଭେ ତ ସଦା ଗାଉଚ

ଜନନୀ ଜନ୍ମ ଭୂମିଶ୍ଚ

ସ୍ବର୍ଗାଦପି ଗରୀୟସି

ଦେଖ କେତେ ବିବସନା

ଅତ୍ୟାଚାର ନିର୍ଯାତନା

ଧରି ନ ପାରୁଛ ଅସି???...( ଦୁଇ)

ମୁଖେ ତୁମେ ଖାଲି ଗାଅ

ମନ ତୁମ ଦୃଢ଼ ନୁହଁ

ଏ ଆୱାଜ ଖାଲି ଫାଙ୍କା

ଶୁଭ ଦିନ ଆସେ ଯେବେ

ପ୍ରତିଧ୍ଵନି କମ୍ପେ ନଭେ

ବିଶ୍ୱକବି ହସ୍ତ ଲେଖା... (ତିନି)

ଦେଶ ପ୍ରେମ ରେ ସହିଦ୍

ୟଦି ହୁଅ ହେ ପୁତ୍ରଃ ପୁତ୍ରl

ତବ ନାମ ଯୁଗେ ଯୁଗେ

ମୃତ୍ୟୁ ତବ ହେଲେ ସୁଦ୍ଧା

ଅମର ସୁମନେ ବନ୍ଧା

ମାତୃ ନାମ ଥିବ ଭବେ... (ଚାରି)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational