ଆଗମନେ ତୋର
ଆଗମନେ ତୋର
ଆଗମାନେ ତୋର
ଉଲ୍ଲାସର ପର୍ବ
ପରିପୂର୍ଣ୍ଣ ହେଲି ମୁଁଏତେ,
ଫେରି ପାଇଲି ମୋ
ଖୋଜିଲା ଅତୀତ
ତୁ ଜୀଇଁବାର ରାହା ସତେ
ଆଗମାନେ ତୋର
ଉଲ୍ଲାସର ପର୍ବ
ପରିପୂର୍ଣ୍ଣ ହେଲି ମୁଁଏତେ,
ଫେରି ପାଇଲି ମୋ
ଖୋଜିଲା ଅତୀତ
ତୁ ଜୀଇଁବାର ରାହା ସତେ