STORYMIRROR

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ଆଦର୍ଶକୁ ଉତ୍ତରପିଢ଼ି ପହଞ୍ଚାଇବା

ଆଦର୍ଶକୁ ଉତ୍ତରପିଢ଼ି ପହଞ୍ଚାଇବା

1 min
275


ସାମାଜିକ ଗଣ ମାଧ୍ୟମ ହେଉଛି ୟୁଟ୍ଯୁବ,

ଗୁଗୁଲ, କ୍ରୋମ୍, ଟୁଇଟର,

ଫେସବୁକ, ଇନଷ୍ଟାଗ୍ରାମ ହ୍ବାଟସଆପ୍

ଓ ମେସେଞ୍ଜର ।


ଇଣ୍ଟରନେଟ ବ୍ୟବହାର କରି ମୋବାଇଲ

ଓ କମ୍ପ୍ୟୁଟରରେ

ବିଭିନ୍ନ ସମାସ୍ୟାର ସମାଧାନ କରୁ ଅଛୁ

ଆପ୍ଲିକେସନ ବ୍ୟବହାରରେ ।


ଅନ୍ଯ ସମସ୍ତ ଗଣମାଧ୍ୟମକୁ ସାମାଜିକ

ଗଣ ମାଧ୍ୟମ ପକାଇଛି ପଛରେ 

ସମୟ ଅନୁଯାୟୀ ତା'ର କାୟା ବିସ୍ତାର

କରି ଚାଲିଛି ସାରା ବିଶ୍ୱରେ ।


ସାମାଜିକ ଗଣ ମାଧ୍ୟମର ଅଦ୍ଭୁତ ଶକ୍ତି

ଅଛି ମଣିଷ ଚରିତ୍ର ଗଠନରେ

ଯୁବପିଢି ଅସମ୍ଭବ ସହାୟତା ହାସଲ

କରିବେ ଅଧ୍ୟୟନ କ୍ଷେତ୍ରରେ ।


ସମାଜରେ ଘଟୁଥିବା ସମସ୍ୟା ପାଇଁ

ହେଲେ ଯୁବକ/ଯୁବତୀ ସଚେତନ

ସ୍ବର ଶାଣିତ କରି ପାରିବେ ଲୋପ

କରିବାକୁ ଶୋଷଣ ।


ଦୁଷ୍କର୍ମ,ଅନ୍ଯାୟ, ଅନୀତି, ଦୁର୍ନୀତି, ଓ

ଶୋଷଣ ପ୍ରଭୃତିର, 

ପନ୍ଥା ଖୋଜି ପାଇ ପାରିବା ଥିବା ବିଭିନ୍ନ

ସମସ୍ଯାର ସମାଧାନର ।


ଉଠିବା, ପଡିବା, ଦେଇ ପାରେ ବହୁ

ସଫଳତାର କାହାଣୀ ମଣିଷଙ୍କୁ

ଅନେକ ଯନ୍ତ୍ରଣା ଅଛି ସଫଳତା ଦେବା

ପଛରେ ଆମ ବରପୁତ୍ର ମାନଙ୍କୁ ।


ବାହାର କରି ତଥ୍ଯ ଆଦାନ ପ୍ରଦାନରେ

ଆମ ଦେଶର ମାଟିରେ

ସାହାଯ୍ୟ ହେବ ଅଗଣିତ ବର ପୁତ୍ର ମାନଙ୍କ

ତ୍ୟାଗକୁ ଉତ୍ତର ପିଢ଼ି ପାଖରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract