Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Action Classics Inspirational

3  

Sunanda Mohanty

Action Classics Inspirational

ଆଦର୍ଶ ମାଆ

ଆଦର୍ଶ ମାଆ

1 min
270



ଯଶୋଦା ଓ ଦେବକୀ 

ଦୁହେଁ କୃଷ୍ଣଙ୍କର ମାଆ 

ଜଣେ ବନ୍ଦୀଶାଳାରେ ଜର୍ଜ୍ଜାରିତ ହୋଇ 

ପୁତ୍ର ସୁରକ୍ଷା ଭାବୁଥାଇ 

ଆଉ ଜଣେ ପୁତ୍ର ପାଇ 

ସ୍ୱର୍ଗ କୁ ଦି ଆଙ୍ଗୁଳି ମନେ କରଇ 

ଦୁହିଁଙ୍କ ତ୍ୟାଗ ର ପଟ୍ଟାନ୍ତର ନାହିଁ 


ଆଉ ରାମଙ୍କର?

କୌଶଲ୍ୟା କୈକେଇ ଓ ସୁମିତ୍ରା 

ତିନି ମାଆଙ୍କ ଭିତରେ ବି ପାର୍ଥକ୍ୟ ନାହିଁ 

କିଏ ଜନ୍ମଦେଇ କିଏ କର୍ମପାଇଁ 

କିଏ ସୁରକ୍ଷା ପାଇଁ କରୁଥିଲେ କର୍ମ 

ଉପରକୁ ଦେଖାଯାଉଥିବା 

କଠୋରତା ଖାଲି ଲୋକ ଦେଖାଣିଆ 

ରାମାୟଣ ର ସମସ୍ତ ମାଆ ଚରିତ୍ର 

ନାରୀ ସୁଲଭତା ଠାରୁ ଆରମ୍ଭ କରି 

ପତ୍ନୀ ର ଗୌରବ ସ୍ତ୍ରୀ ର ତ୍ୟାଗ 

ମାଆ ର ଆସନ ସହଜେ ଅନୁମେୟ 

ଯାହା ଅତୁଳନୀୟ !


Rate this content
Log in

Similar oriya poem from Action