STORYMIRROR

PUSPALATA SAHOO

Abstract Action

3  

PUSPALATA SAHOO

Abstract Action

ଅତିଥି

ଅତିଥି

1 min
305

  


ଅଢେଇ ଦିନର ଅତିଥି ଆମେ 

ଆସିଚେ ସଂସାର ବୁକୁରେ !!

ଆମରି ଆସିବା ଯିବାରେ 

ନାହିଁ ସମୟ ଶିକୁଳିରେ !!

ଖାଲି ହାତ ହୋଇ ଆସିଥିଲେ 

ଖାଲି ହାତେ ଆମେ ଯିବା !!

ଧନ ରତ୍ନ କିଛି ନେବା ନାହିଁ 

ଏକା ହୋଇ ଚାଲି ଯିବା !!

ଅତିଥି ଅଟନ୍ତି ଦେବତା ସମ 

ସେବା ତାଙ୍କର କରିବା !!

ଅତିଥି ସେବା ପରମ ଧର୍ମ 

ଏ କଥା ମନେ ରଖିବା !!

ସମସ୍ତେ ଏଠି ବଂଚିବା ଆମେ 

ପରିଚୟ ଆମ ଅତିଥି 

ସୁଖରେ ଦୁଃଖରେ ସାହା ହେବା 

ଜୀବନର ଚାବିକାଠି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract