STORYMIRROR

Debabrata Mishra

Inspirational

2  

Debabrata Mishra

Inspirational

ଆଦିତ୍ୟ ଅସ୍ତ

ଆଦିତ୍ୟ ଅସ୍ତ

1 min
132


ଓଡ଼ିଶା ବିଚଳିତ ଦୁଃଖିତ ବ୍ୟଥିତ 

ଅସମୟରେ ଆଦିତ୍ୟ ଅସ୍ତମିତ

ରହସ୍ୟ ଅନ୍ଧକାର ଏବେ ବି ଜୀବିତ

ଦୋଷୀ ନଯାଉ ଖସି ସଭିଏଁ ବ୍ୟସ୍ତ, 


ହତ୍ୟା ନା ଆତ୍ମହତ୍ୟା ପ୍ରଶ୍ନମାନ ଏଠି

ନ୍ୟାୟ ପାଇଁ ସମସ୍ତେ ହୁଅ ଏକାଠି

ଗର୍ବୀତ ରହିବ ସଦା ଏ ଓଡ଼ିଶା ମାଟି

ଯୁବପ୍ରାଣେ ଦେଲ ସେବାପଥି ବାଟି, 


ଉଦାହରଣ ସାଜିଲ ତୁମେ ପ୍ରତି ତରୁଣର

ମଦମୁକ୍ତ ରାଜ୍ୟ ପାଇଁ ମହାନ ସଂଘର୍ଷର

ଜିତିଗଲ ତୁମେ ଏହା ତ ସମାଜର ହାର

ବୁଝିଲାନି ମୂଲ୍ୟ ତୁମ ଶ୍ରେଷ୍ଠ ଜୀବନର। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational