ଆଦି ଗୁରୁ ଶଙ୍କରାଚାର୍ଯ୍ୟ
ଆଦି ଗୁରୁ ଶଙ୍କରାଚାର୍ଯ୍ୟ


କେରଳ ପ୍ରଦେଶେ ଜନମ ଯାହାର ଆଦିଶଙ୍କରଟି ନାମ
କୋଶଲ ଗ୍ରାମରେ ଜନ୍ମଟି ଯାହାର
ଶଙ୍କରାଚାର୍ଯ୍ୟରେ ନାମ।
ପିତାଙ୍କ ନାମଟି ଥିଲାଟି ତାଙ୍କର
ନାମ ଶିବ ଗୁରୁ ଭକ୍ତ
ମାତାଙ୍କର ନାମ ସୁଭଦ୍ରା ନାମଟି
ଥିଲେଟେ ଶଙ୍କର ଭକ୍ତ।
ମାତ୍ର ଛଅ ବର୍ଷେ ବେଦାନ୍ତର ଜ୍ଞାନ୍ତା ହେଲେଟି ଶଙ୍କରାଚାର୍ଯ୍ୟ
ହେଲେ ଆଦି ଗୁରୁ ଆଠ ବର୍ଷ ଠାରୁ
ବିକ୍ଷ୍ୟାତ ଶଙ୍କରାଚାର୍ଯ୍ୟ।
କଲେ ଚାରି ଧାମ ଚାରି ହିଁ ଦିଶାରେ
ଉତ୍ତରେ ଟି ବଦ୍ରୀଧାମ
ଦକ୍ଷିଣେ କରିଲେ ରାମେଶ୍ୱର ଧାମ
ପୂର୍ବେ କଲେ ପୂରୀ ଧାମ।
କରିଲେ ପଶ୍ଚିମେ ଦ୍ବାରୀକା ଧାମଟି ଚାରି ଧାମ କଲେ ଗୁରୁ
ରାଷ୍ଟ୍ରର କଲ୍ୟାଣେ କଲେ ଚାରି ଧାମ
ରାଷ୍ଟ୍ରର ନିର୍ମାଣେ ଗୁରୁ।
ବାରି ଜ୍ଯୋତିଲିଙ୍ଗ ରାଷ୍ଟ୍ରେ ଆବିର୍ଭାବ
ହୋଇଛି ରାଷ୍ଟ୍ରର ଘଟେ
ନା ମଲ୍ଲିକାର୍ଜୁନ ଆନ୍ଧ୍ରପ୍ରଦେଶରେ
ସୋମନାଥ ଗୁଜୁରାଟେ
ମଧ୍ୟପ୍ରଦେଶରେ ମହାକାଳେଶ୍ବର ଜ୍ୟୋତିଲିଙ୍ଗରେ କ୍ଷ୍ୟାତି
ଔଙ୍କାରଶ୍ବରଭି ମଧ୍ୟପ୍ରଦେଶରେ
ଦେଇଛି ଦେଶକୁ କ୍ଷ୍ୟାତି।
କେଦାରନାଥଟି
ଉତ୍ତରାଖଣ୍ଡରେ
ଶିବଙ୍କର ଜ୍ଯୋତିଲିଙ୍ଗ
ଭୀମାଶଙ୍କରଟି ମହାରାଷ୍ଟ୍ରେ ପୁଣି
ରହିଛି ଶିବଙ୍କ ଅଙ୍ଗ।
ଉତ୍ତର ପ୍ରଦେଶେ ବିଶ୍ବନାଥ ନାମେ ତାଙ୍କରି କ୍ଷ୍ୟାତି ରହିଛି
ତ୍ରିମ୍ବାକେଶ୍ୱରଟି ମହାରାଷ୍ଟ୍ର ରାଜ୍ୟେ
ଜ୍ବୋତିଲିଙ୍ଗ ରହିଛି।
ବୈଦ୍ୟନାଥ ନାମେ ଝାଡ଼ଖଣ୍ଡ ରାଜ୍ୟେ
ଜ୍ବୋତିଲିଙ୍ଗର ନାମଟି
ରାମେଶ୍ୱର ନାମ ତାମିଲନାଡୁରେ
ଗୁଞ୍ଜୁଛି ଶିବ ନାମଟି।
ଘୃଣ୍ଣେଶ୍ବର ନାମ ମହାରାଷ୍ଟ୍ର ହିଁ ବିକ୍ଷ୍ୟାତ ସେ ଜ୍ୟୋତିର୍ଲିଙ୍ଗ
ଭକ୍ତି ମନେ କଲେ ଆରାଧନା ତାଙ୍କୁ
ମିଳେଟି ତାଙ୍କରି ସଙ୍ଗ।
ଜନ୍ମ ଭୂମି ତାଙ୍କ କେରଳ ରାଜ୍ୟରେ
କର୍ମଭୂମି ହେଲା ରାଷ୍ଟ୍ର,
ସନାତନ ଧର୍ମ ସ୍ଥାପନା ତାଙ୍କର
ଥିଲେ ଆଦି ଗୁରୁ ଶ୍ରେଷ୍ଠ।
ସନାତନ ଧର୍ମ ସ୍ଥାପନା କରିଲେ ଆଦି ଗୁରୁ ଥିଲେ ସେହୁ
ଶିବପରି ତେଜ୍ ଥିଲାଟି ତାଙ୍କରେ
ଶିବ ପ୍ରତିମୂର୍ତ୍ତି ସେହୁ।
ଜୟ କେଦାରରେ ଭକ୍ତି ସ୍ଥଳୀ ଥିଲା
ପ୍ରାଣତ୍ୟାଗ କଲେ ହେହୁ
ବାରବର୍ଷେ ସେହୁ ପ୍ରାଣତ୍ୟାଗ କଲେ
କେଦାରନାଥରେ ସେହୁ।