STORYMIRROR

Brundabana Pradhan

Classics

3  

Brundabana Pradhan

Classics

ଆଧୁନିକ ନାରୀ

ଆଧୁନିକ ନାରୀ

1 min
256

ଯେତେ ଆଧୁନିକ ହେଲେ ବି ନାରୀ

ଆଜି ହେଉଛି ନିର୍ଯାତିତ 

ନିଷ୍ପେସିତ ଅବହେଳିତ 

କେତେବେଲେ ନର୍ଭୟା ରୂପେ

ତ କେତେବେଳେ ଇତିଶ୍ରୀ ପରି

ତଥାପି ଆଧୁନିକ ନାରୀ ସଂଗ୍ରାମ କରୁଛି

ଆଧୁନିକତାର ସ୍ୱାଧିନତାର ସ୍ୱାଦ

 ଚାଖିବା ପାଇଁ କେବଳ ସ୍ୱପ୍ନରେ 

ଭାସୁଛି ସ୍ୱପ୍ନରେ ହସୁଛି

ବାରମ୍ବାର ତାକୁ ପରୀକ୍ଷା ଦେବାକୁ

ପଡୁଛି ତପସ୍ୱିନୀ ପରି 

ମହାଭାରତ ଯୁଦ୍ଧରେ 

ପାଣ୍ଡବ ହାରୁଛି କୌରବ କବଳରେ

ଆଜିର ଆଧୁନିକ ନାରୀ 

ଅଛି ଏକ ବନ୍ଦିନି ପରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics