STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

ଆଡପମଣ୍ଡପେ ମହାପ୍ରଭୁ

ଆଡପମଣ୍ଡପେ ମହାପ୍ରଭୁ

1 min
201

ଝୁଲି ଝୁଲି ଆସି ଅଛ ପ୍ରଭୁ ଆଡପମଣ୍ଡପକୁ

ତିନି ରଥ ଚାହିଁ ରହିଛନ୍ତି ତୁମ ଫେରିବା ବାଟକୁ

ମାତା ମହା ଲକ୍ଷ୍ମୀକୁ ତୁମେ ଶ୍ରୀ ମନ୍ଦିରେ ଛାଡି ଆସିଲ

ଭାଇ ଭଉଣୀ ସଂଗେ ଗୁଣ୍ଡିଚା ମନ୍ଦିରେ ବିଜେ କରିଲ

ଆଡ଼ପ ମଣ୍ଡପେ ତୁମକୁ କରିଲେ ଦର୍ଶନ

କୋଟି ଜନ୍ମର ପାତକ ହୋଇବ ମୋଚନ

ଗୁପ୍ତ ରାସ କରିବ ତୁମେ ଜନ୍ମ ବେଦିରେ

ଭକତ ଲଭିବେ ପୁଣ୍ୟ ଦେଖି ତୁମକୁ

ଚର୍ମ ନେତ୍ରରେ

ରାଣୀ ଗୁଣ୍ଡିଚା ତୁମକୁ ପୁତ୍ର ରୂପେ 

ପାଇ ଧନ୍ୟ ହୋଇଗଲେ

ନୀତି ନୁଆଁ ନୁଆଁ ବେଶ ତୁମ ଭକତ

ଦେଖିଲେ

ନବ ଦିନ ରହି ତୁମେ କରିବ ପ୍ରତ୍ୟାବର୍ତ୍ତନ

ତୁମରି କରୁଣା ଲଭି ଧନ୍ୟ ହେବ ମାନବ ଜୀବନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy