STORYMIRROR

Manaswinee Dash

Inspirational

3  

Manaswinee Dash

Inspirational

ଆବର୍ଜନା

ଆବର୍ଜନା

1 min
196

ମୁଁ ପରା ବଡ ଲୋକ,

କର ଚଢି କି ଆସୁଛି ଦେଖ, 

ଆବର୍ଜନା ଯେତେ ଆଣି, 

ଯଉଠି ମନ ଫିନ୍ଗିବି ମୁହିଁ। 


ବଡ ଲୋକ ଦେଖେଇ ହୋଇ ମୁହିଁ,

ଅପରିଷ୍କାର କରି ଚାଲିଲି ତହିଁ, 

ଆସିଲା ଗୋଟେ ଏପରି ଦିନ, 

ପରିବେଶ ମୋ ହେଲା ଆବର୍ଜନା ପୂର୍ଣ୍ଣ । 


ଦିନ ପରେ ଦିନ ଗଲା ବିତି, 

ଅପରିଷ୍କାର କରି ଚାଲିଲି ନିତି, 

ଦିନେ ହେଲା ମୋର ଏ ପରିସ୍ଥିତି, 

ଆବର୍ଜନାରେ ହେଲି ମୁଁ ପୋତି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational