STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ଆ ଜହ୍ନି ଫୁଲ ବଉଳ ବେଣୀ ଆ ଜହ୍ନି ଫୁଲ, ବଉଳ ବେଣୀ,

ଆ ଜହ୍ନି ଫୁଲ ବଉଳ ବେଣୀ ଆ ଜହ୍ନି ଫୁଲ, ବଉଳ ବେଣୀ,

1 min
7

ଆ ଜହ୍ନି ଫୁଲ ବଉଳ ବେଣୀ

ଆ ଜହ୍ନି ଫୁଲ, ବଉଳ ବେଣୀ,
କୁମାର ପୂର୍ଣ୍ଣିମା ଆସିଛି ଘେନି।
 ଆକାଶେ ଉଇଁଛି ଜହ୍ନ ରାଣୀ, 
ସଜେଇ ହୋଇଛି ଓଡ଼ିଆ ଘରଣୀ

ପାହାନ୍ତି ପହରୁ ଗାଧୋଇ ସାରି, 
ନୂଆ ବସନରେ ହୋଇ ସଜେଇ।
 ତୁଳସୀ ଚଉରାରେ ଦୀପ ଜାଳି, 
ଜହ୍ନି ଓଷା କରେ କୁମାରୀ ବାଳି।

ଚାନ୍ଦକୁ ଚାହିଁ ସେ ଗୀତ ଗାଏ, 
ସୁନ୍ଦର ବରଟି ପାଇବା ପାଇଁ 
ସାଙ୍ଗ ସାଥୀ ମେଳେ ହସ ଖୁସିରେ, 
ରାତିଟି କଟଇ ଆନନ୍ଦ ଭରେ।

କୁମାର ପୂର୍ଣ୍ଣିମା ଓଡ଼ିଶା ମାଟିର,
 ପରମ୍ପରା ଆମ ଅତି ଆପଣାର। 
ଜହ୍ନର ଜୋଛନା ହସେ ଧରାରେ, 
ଆନନ୍ଦ ଖେଳଇ ପ୍ରତି ହୃଦୟରେ।
ଆ ଜହ୍ନି ଫୁଲ, ବଉଳ ବେଣୀ,
କୁମାର ପୂର୍ଣ୍ଣିମା ଆସିଛି ଘେନି।
 ଆକାଶେ ଉଇଁଛି ଜହ୍ନ ରାଣୀ, 
ସଜେଇ ହୋଇଛି ଓଡ଼ିଆ ଘରଣୀ

ପାହାନ୍ତି ପହରୁ ଗାଧୋଇ ସାରି, 
ନୂଆ ବସନରେ ହୋଇ ସଜେଇ।
 ତୁଳସୀ ଚଉରାରେ ଦୀପ ଜାଳି, 
ଜହ୍ନି ଓଷା କରେ କୁମାରୀ ବାଳି।

ଚାନ୍ଦକୁ ଚାହିଁ ସେ ଗୀତ ଗାଏ, 
ସୁନ୍ଦର ବରଟି ପାଇବା ପାଇଁ 
ସାଙ୍ଗ ସାଥୀ ମେଳେ ହସ ଖୁସିରେ, 
ରାତିଟି କଟଇ ଆନନ୍ଦ ଭରେ।

କୁମାର ପୂର୍ଣ୍ଣିମା ଓଡ଼ିଶା ମାଟିର,
 ପରମ୍ପରା ଆମ ଅତି ଆପଣାର। 
ଜହ୍ନର ଜୋଛନା ହସେ ଧରାରେ, 
ଆନନ୍ଦ ଖେଳଇ ପ୍ରତି ହୃଦୟରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action