ଆ ବର୍ଷା ଆ
ଆ ବର୍ଷା ଆ
ଆ ବରଷା ଆ
ମେଘେ ଓଦା ହୋଇ
ବାହାରେ ବୁଲନା
ଏଇ କଥା କହି ଯା।
ଆ ବରଷା ଆ।
ଥଣ୍ଡା କାଶ ଠୁ ରହିଥା ଦୂରାଇ
ଏଇ କଥା କହିଯା
ଆ ବରଷା ଆ।
ମୁଖା ପିନ୍ଧିବାକୁ ଭୁଲନା କେହି
ଏଇ କଥା କହି ଯା
ହାତକୁ ସଦା ସଫା ରଖିଥା
ଏଇ କଥା କହି ଯା
ଆ ବରଷା ଆ।
ସାବୁନରେ ନିତି ହାତ ଧୋଇ
ତଟକା ଖାଦ୍ଯ ଖାଉ ଥା
ଏଇ କଥା କହି ଯା
ଆ ବରଷା ଆ।
ଏଠି ସେଠି ଛେପ ପକାନା
ଏଇ କଥା କହି ଯା
ଆ ବରଷା ଆ।
ସରକାରଙ୍କ ନିୟମ ନୀତି
ମାନିବାକୁ କହି ଯା
ଆ ବରଷା ଆ ।
ଆମେ ଅଛୁ ଘରେ
କରୋନାକୁ ତଡି ଯା
ଆ ବରଷା ଆ ।
