STORYMIRROR

Debabrata Mishra

Abstract Inspirational

3  

Debabrata Mishra

Abstract Inspirational

ଅ ଅକ୍ଷରେ

ଅ ଅକ୍ଷରେ

1 min
259


ଅମର ହେଉ ଅଜୟ ରହୁ ଅକ୍ଷତ ରହୁ ମୋ' ଭାଷା 

ଅପମାନ, ଅପବାଦ ଆଉ ଅନ୍ତର ହେଉ ନିରାଶା, 


ଅହରହ, ଅଜସ୍ର, ଅତୁଳନୀୟ, ଅସଂଖ୍ଯ ହେଉ ଲେଖା

ଅବରାେଧର ଅନ୍ତରାଳେ ଅସ୍ତ ହେଉ ଅହଙ୍କାର ଦେଖା, 


ଅସୂୟାର ଅଗାଡ଼ିକୁ ଅନ୍ତରୁ ଅବିରାମେ ଦିଅ କାଢ଼ି

ଅଦମ୍ୟ ଅକ୍ଲାନ୍ତରେ ଅହର୍ନିଶି ଅନ୍ତରେ ହେଉ ଅଡ଼ି, 


ଅଜ୍ଞାନର ଅଜଗର ଅବହେଳା ଅନ୍ୟଏକ ଅପରାଧ

ଅଶାନ୍ତ ଅଗ୍ନିଶିଖା ଅଧିକ ଅମଙ୍ଗଳ, ହୁଅ ଅଙ୍ଗଦ । 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract