STORYMIRROR

Amita Dash

Abstract Inspirational Children

3  

Amita Dash

Abstract Inspirational Children

୩୧ ଦିନ: ୩୧ଲିଖନ ସଙ୍କେତprompt3 -ଗାଈ

୩୧ ଦିନ: ୩୧ଲିଖନ ସଙ୍କେତprompt3 -ଗାଈ

1 min
250


କାଲି ଶୋଇଥିଲି ବାରଣ୍ଡା ଖଟିଆ ଉପରେ।

କିଏ ଅଜଣା ଇଲାକାର ଆସିଥିଲେ ମୋର ସପନେ।

ଖଟିଆ ସହ ମୋତେ ଉଠେଇ ନେବେ ଭାବିଥିଲେ ମନରେ।

ଟେକି ନ ପାରି ପଶିଲେ ଗୁହାଳ ଭିତରେ।

କଣି ଖଣ୍ଡେ ଖଣ୍ଡେ ଙ୍କର ମୁଣ୍ଡତ ନୁହଁ କାନ୍ଧରେ ଥୁଆ ହୋଇଛି ପଇଡ଼ ଗୋଟିଏ ଗୋଟିଏ।

ପରଳ ମଡ଼ା ଆଖିରେ ବଉଳା ଦିଶିଲାନି ଛୁଆ ଦବ ଆଉ ଦିନେ ଦୁଇ ଦିନରେ।

କେତେ କ୍ଷୀର ଦେଇଥାନ୍ତା , ଘର ଭାସିଥାଆନ୍ତା ଦହି, ଦୁଧରେ।

ତା ଛୁଆର ହମ୍ମା ରଡି ରେ ଘର ପଡ଼ି ଥାଆନ୍ତା,ଉଠି ଥାଆନ୍ତା ସଞ୍ଜ ସକାଳେ।

ବଉଳା ବି ବୋବଉନି,ଚାଲିଚି ତାଙ୍କ ସାଥିରେ।

ନଅଙ୍କ ରୁ ଉଠିଲା ଲେଖେ ଲାଗୁଚନ୍ତି,ସବୁ କ୍ଷୀର ପିଇ ମରିବେ।

ବୋଉ, ବୋଉ ଆମ ଗାଈ ପଳେଇଲା

ନେଇଗଲେ ,ନେଇଗଲେ କହି

ଦଉଡୁ,ଦଉଡୁ ପଡିଗଲି ଖଟ ସନ୍ଧିରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract