STORYMIRROR

Amita Dash

Abstract Inspirational Children

3  

Amita Dash

Abstract Inspirational Children

୩୧ ଦିନ:୩୧ ଲିଖନ ସଙ୍କେତprompt8-ଦିନେ ନାହିଁ କାଳେ ନାହିଁ

୩୧ ଦିନ:୩୧ ଲିଖନ ସଙ୍କେତprompt8-ଦିନେ ନାହିଁ କାଳେ ନାହିଁ

1 min
253


ଦିନେ ନାହିଁ କାଳେ ନାହିଁ

ଗହ୍ମା ପୁନେଇଁ ରେ ମାଇଁ, ମାଇଁ

ଗଛ ଲଗା ,ଫଟ ଉଠା, ପରିବେଶ ଦିବସ ପାଇଁ।

ତାପର ଦିନ ସେଠି ଗଛ କାଇଁ।

ଗଛ ଉପାଡି ନେଇ କିଏ ତା ବାଡିରେ ଲଗେଇ ସାରିବଣି।

ତଳେ ବସୁଧାରେ ଥାଇ କମାଲ କରି

ଚନ୍ଦ୍ର ପୃଷ୍ଠରେ ଥାଇ ଦେଖୁଚ ଦିଶୁଛି ପୃଥିବୀର ରଂଗ କେମିତି।

ସବୁଜ, ଶ୍ୟାମଳ ଅଛି କି ନାହିଁ।

ଆଜି ଯଦି ପର୍ଯ୍ୟାପ୍ତ ପରିମାଣର ଗଛ ଥାଆନ୍ତା

ମଣିଷ ବୁଲୁ ନ ଥାଆନ୍ତା ଅମ୍ଳଜାନ ବୋତଲ ପିଠିରେ ଲଦି।

ପଡି ନ ଥାଆନ୍ତା ହାହାକାର ଆଜି ଅମ୍ଳଜାନ ପାଇଁ।

ରଂଗ ହୀନ ହୋଇକି ବି ମଣିଷ ଜୀବନ କୁ ସବୁ ରଂଗ ରେ ରଙ୍ଗେଇ ଦେଇଚି।

ତଥାପି ମଣିଷ ନ ବୁଝି ନିଜ ଗୋଡ଼ରେ ନିଜେ କୁରାଢି ମାରୁଚି।

ଆମ ଜେଜେ, ଅଜା ଅମଳରେ

ଆମ୍ବ ଗଛ ଲଗେଇ ଜେଜେ କହୁଥିଲା

ମୁଁ ନ ଖାଇଲି ନାହିଁ,ଖାଇବେ ମୋ ଉତ୍ତର ଦାୟୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract