STORYMIRROR

Prabhanjana Tripathy

Abstract

2  

Prabhanjana Tripathy

Abstract

100 ବର୍ଷ

100 ବର୍ଷ

1 min
231

ଜୀବନେ ହେଉ ସୁଦୀର୍ଘ ଆୟୁ

ପ୍ରଫୁଲ୍ଲିତ ସଦା ରହୁ ଶ୍ୱାସ ବାୟୁ

ସୁଖ ଦେଇ ଟିକେ ଦୁଃଖ ବି ମିଳୁ

ଶତ୍ରୁ ସର୍ବଦା ଜୁଇରେ ଜଳୁ


ଜ୍ଞାନ ଆହରଣ ଜୀବ ଉଜାଗର

ଜୀବନେ ନହୁଁ କେବେ ବ୍ୟଭିଚାର

ସୁପଥ ସଦା ବାଟେ ବାଟେ ମିଳୁ

ସଂସ୍କୃତି ସଦା ଦୀପ୍ତ ରେ ଜଳୁ


କିଛି ନ ପାଇବା ଆଶା ନ ରହୁ

ଟିକି ରେ ସନ୍ତୁଷ୍ଟି, ଭରି ଜାଉ ମହୁ

ଦେଇ ଜାଣିବା ଅଭ୍ୟାସ କରି

ଆତ୍ମା ପ୍ରାଣେ ସଦା ଚିନ୍ତ ହେ ହରି


ଶୁଭ କାମନାର ଆଶ୍ବସ୍ଥି ମିଳୁ

100 ବର୍ଷ ଯାଏଁ କେଣ୍ଡେଲ ଜଳୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract