କୁରାଳ ପୂଜା
କୁରାଳ ପୂଜା
ମଗଶିର ମାସ ପଞ୍ଚମୀ ତିଥିନେ ଆମର କୁରାଳ ପୂଜା
ମାନସୁ l ଇ ପୂଜା କୁମ୍ଭାର ମାନଂକର ମେଁନ ପୂଜା l ପୂଜାର ଇଷ୍ଟ ଦେବତା ବିଷ୍ଣୁ ଭଗବାନ l
ତାର ସଂଗେ ସଂଗେ ଆମର କୁଳର ଦେବତା ରୁଦ୍ର ପାଳ l
କୁମ୍ଭାର କୁଳର ମୂଳ l କୁରାଳ ପୁଜାତି ରୁଦ୍ର ପାଳ
ବିଷ୍ଣୁ ଶିବ ଗନେସର ମୂର୍ତ୍ତି ଆନି ପୂଜା କରସୁ l
ଭଗବାନ ବିଷ୍ଣୁ ସୁରସେନ ଚକ ଆମକେ ଦେଇ ଛନ l