Kumarlal Rana

Others

4.3  

Kumarlal Rana

Others

ମୋର ପୁରଖା ମାଟି

ମୋର ପୁରଖା ମାଟି

1 min
270


ହାମର ଗାଆଁ ମହୁଲ ଭଟା ଗୁଟେ କୁମ୍ଭାର ଗାଆଁ l

ଇ ଗାଁନେ ଖୋବ  କରି   କୁମ୍ଭାର ସଂଖ୍ୟା ଜହ l

କୁମ୍ଭାରମାନେ ଭୂତି ବନି ଚାଷ  ବାସ କରି ପେଟ ପଶୁଛନ lଗାଆଁର ମଝିନେ   ଗୁଟେ ବଡ଼ ଯାବର 

ମନ୍ଦିର ଅଛେ l  ଗାଁ ଗହଟିଆ  ଗାଁର ମୁଖିଆ l

ଗାଁ ନେ   ଗୁଟେ ବଡ଼ ନାମ ଯଜ୍ଞ  ବେଦି   ଗୁଡ଼ି 

ଅଛେ l ଗାଁ ନେ  ପୂରୁବଦିଗେ   ଗୁଟେ ବଡ଼ ଡୁଙ୍ଗର 

ଅଛେ l  ଡୁଙ୍ଗର ତଳ ନୁ   କ୍ଷେତ ଭାଟା ପୁରିଛେ 

ଗାଁ ତକ l କୁମ୍ଭାର ମାନଙ୍କର ବଂଶ   କୁଳ ଲରକାନୁ 

ଉତ୍ପତି l ମା ପୋ ଦୁଇ ଝନ  ପଳେଇ  ଆସଲେ 

ଲର କା  ଗାଁନୁ l

ଇନେ ଗାଆଁ ର   ମହିମା  ଜାଗ୍ରତ କଲେ l ମା ପୋ 

ବିହା ବର୍ତନ କରି ସୁଫି  ସାରି  ଦେଲେ l ପୋ  

ସହଦେଵ ତାର କୂଳେ ସାତ ପୋ  ଜନମ  ହେଲା l

ହେନୁ ଜାଗ୍ରତ ହେଲା କୁମ୍ଭାରର ଦିଲ l

ହାଡିଂ   ବନେଇ ଯଶ କୀର୍ତି    ପୁରୁଥିଲା l


Rate this content
Log in