Kumarlal Rana

Classics Others

4.0  

Kumarlal Rana

Classics Others

କୁରାଳ ପୂଜା

କୁରାଳ ପୂଜା

1 min
98


 ଏଜ ଆମର କୁରାଳ ପୂଜା l ସଭେ ଗାଁ ଯାକର କୁମ୍ଭାର 

ମିଶି କରି ଇ ପୁଜାକେ  ମାନସୁ l  ଇ  ପୂଜା ବୁଆ ଦଦୀର ଦିନର ପୂଜା l  ଆମେ  ବିଷ୍ଣୁ  ଭଗବାନ କେ   କୁରାଳ ପୂଜା ଦିନେ   ପୂଜା କରସୁ l

 ଇ ଦିନେ ଆମେ ଭକ୍ତି ହିସାବେ   ଭଗବାନର    ପୂଜା 

  କରସୁ l  ତାର ସଂଗେ ସଂଗେ ରୁଦ୍ରପଲର ପୂଜା   ହେସି l ଯହ ଧୁମ ଧାମ ନେ ପୂଜା ହେସି l


Rate this content
Log in

Similar oriya story from Classics