STORYMIRROR

Kumarlal Rana

Classics Others

3  

Kumarlal Rana

Classics Others

କୁରାଳ ପୂଜା

କୁରାଳ ପୂଜା

1 min
257

ମଗଶିର ମାସ ପଞ୍ଚମୀ ତିଥିନେ ଆମର କୁରାଳ ପୂଜା 

ମାନସୁ l ଇ ପୂଜା    କୁମ୍ଭାର  ମାନଂକର  ମେଁନ ପୂଜା l  ପୂଜାର    ଇଷ୍ଟ   ଦେବତା  ବିଷ୍ଣୁ ଭଗବାନ l

 ତାର ସଂଗେ ସଂଗେ ଆମର  କୁଳର ଦେବତା ରୁଦ୍ର ପାଳ l

କୁମ୍ଭାର କୁଳର     ମୂଳ l କୁରାଳ ପୁଜାତି ରୁଦ୍ର ପାଳ 

ବିଷ୍ଣୁ ଶିବ ଗନେସର    ମୂର୍ତ୍ତି ଆନି ପୂଜା କରସୁ l

ଭଗବାନ ବିଷ୍ଣୁ   ସୁରସେନ ଚକ ଆମକେ  ଦେଇ ଛନ l


Rate this content
Log in

Similar oriya story from Classics