Kumarlal Rana

Children Stories

4.7  

Kumarlal Rana

Children Stories

ଛୁଆର ଲାଗି ଆହାର

ଛୁଆର ଲାଗି ଆହାର

1 min
287


ଗୋଟିଏ ଜଙ୍ଗଲରେ ଏକ ପକ୍ଷୀ ତାର କେତୋଟି ଛୁଆ ମାନଙ୍କ ସହିତ ବସା ବାନ୍ଧି ରହୁଥିଲା l ଛୁଆମାନେ ଭୋକରେ ଆଉଟୁ ପାଉଟୁ ହେଉଥିଲେ ମା ପକ୍ଷୀ ଛୁଆ 

ମାନଙ୍କୁ  କେତେ ବୁଝାଉ ଥାଏ l   ରହରେ ଟିକେ ଛୁଏl 

ତୁମ ପାଇଁ  କିଛି ସମୟ  ପରେ ଆହାର ଆଣିଦେଵି l

ତୁମେ ଦମ  ଧରି ଥାଅ  l

ଛୁଆମାନେ    କହିଲେ ଶୀଘ୍ରଯାଅ ମା l ଆମକୁ କେତେ

ଭୋକ କରୁଛି l  

ମା  ପକ୍ଷୀ  ଉଡ଼ି    ଆହାର  ପାଇଁ ଗଲା l ବାଟରେ 

ଏକ  ଅର୍ଦ୍ଧ ମୃତ ସପଟିଏ  ପଡିଥିଲା l ମା  ପକ୍ଷୀ 

ଦେଖି ଖୁସି ହୋଇଗଲା l 

ସେ  ମଲା ସାପକୁ ଆଣି  ଛୁଆମାନଙ୍କୁ ଆହାର  

ଯୋଗାଇଲା 

ସେ ଛୁଆମାନଙ୍କ ପାଖରେ  ଆହାରକୁ  ରଖିଦେଲା ଓ 

ପୁନଃ ଖାଦ୍ୟ ଅନ୍ୱେଷଣ  ପାଇଁ ଗଲା l

  ସାପ  ଅଳ୍ପ ଅଳ୍ପ ପବନ ପାଇ     ବଞ୍ଚି ଯାଇଥିଲା l

ସେ  ସାପ ଛୁଆମାନଂକୁ  ଗିଳି ପକାଇଲା l

କିଛି ସମୟ  ପରେ ମା ପକ୍ଷୀ ଉଡ଼ି     ଆସିକି  ଦେଖିଲା ଯେ ସେ  ସାପ   ଛୁଆମାନଂକୁ   

ଗିଳି ପକେଇଛି l

ଦୁଃଖରେ   ଭଗବାନଙ୍କୁ       ଜଣାଇଲା l


ଛୁଆର ନିମନ୍ତେ 

ଆହାର  ଖୋଜିଲି 

ଆହାର ଗିଳିଲା 

ଛୁଆକୁ l

ହରି ହେ ଦୁଃଖ 

ଜଣାଇବି କାହାକୁ l



Rate this content
Log in