Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Inspirational

2  

Niranjan Sahu

Inspirational

ମାନବିକତା

ମାନବିକତା

1 min
7.0K


ସମସ୍ତେ କୁହନ୍ତି ଏଇ ଦୁନିଆରୁ

ମାନବିକତା ହଜିଗଲାଣି

ମାନବିକତା କେବେ ହଜେନାହିଁ

ହଜେ ଖାଲି ନିଜର ଠାଣି

ମଣିଷ ପାଖରେ ହୃଦୟ ଟେ ଅଛି

ସେ ଅଟେ ଶାଶ୍ବତ ସୁନ୍ଦର ||


ଦୁଃଖ ଦେଖିଦେଲେ ତରଳି ଯାଏ

ପର ହେଉ ଅବା ନିଜର

ଜନମ ହୋଇଛେ ମରିବା ନିଶ୍ଚୟ

ଏତ ନିୟତିର ଖେଳ ||


ମାନବିକତାକୁ ଅସ୍ତ୍ର କରିଥିଲେ

ସହଜ ହୁଏ ଜଞ୍ଜାଳ

ମାନବିକତା ମାନବ ଧର୍ମ

ଏକଥା ମନେ ରଖିବୁ

ପର ସେବାରେ ସହଯୋଗ କଲେ

ସୁଖରେ ଦିନ କାଟିବୁ ||


Rate this content
Log in

Similar oriya poem from Inspirational